ପାଣିରେ ବୁଡ଼ିଲା ମାଲଗୋଦାମ : ୩୦ଲକ୍ଷ ଟଙ୍କାର ଅତ୍ୟାବଶ୍ୟକ ସାମଗ୍ରୀ ନଷ୍ଟ

କଟକ: ମଙ୍ଗଳବାର ରାତିରେ ହୋଇଥିବା ବର୍ଷାରେ ଗତକାଲି ମାଲଗୋଦାମରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ପାଖାପାଖି ତିନି ଫୁଟ ଉଚ୍ଚତାର ପାଣି ମାଲଗୋଦାମରେ ଜମି ରହିବାରୁ ବିଭିନ୍ନ ଦୋକାନ ଭିତରେ ପାଣି ପଶି ପ୍ରାୟ ୩୦ ଲକ୍ଷ ଟଙ୍କାର ଖାଦ୍ୟ ସାମଗ୍ରୀ ଗୋଦାମରେ ନଷ୍ଟ ହୋଇଛି। ଜାମ ହୋଇଥିବା ଡ୍ରେନ ସିଏମସି ସଫା କରୁନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବଣିକ ସଂଘ ଅଭିଯୋଗ କରିଛି। ସୂଚନା ଅନୁଯାୟୀ, ବଣିକ … Continue reading ପାଣିରେ ବୁଡ଼ିଲା ମାଲଗୋଦାମ : ୩୦ଲକ୍ଷ ଟଙ୍କାର ଅତ୍ୟାବଶ୍ୟକ ସାମଗ୍ରୀ ନଷ୍ଟ